ଗୁଜ୍ଜରୀ ମହାନ୍ତିଙ୍କ ବୟସ ୭୦ ବର୍ଷରୁ ଅଧିକ , କିନ୍ତୁ ସେ ଏବେବି ଓଡ଼ିଶାର ଗୋବିନ୍ଦପୁରସ୍ଥିତ ତାଙ୍କର ପାନବରଜରେ କାମ କରନ୍ତି। ଢିଙ୍କିଆ ଓ ଗୋବିନ୍ଦପୁର ଗ୍ରାମର ଅନ୍ୟ ପାନଚାଷୀଙ୍କ ପରି ସେ ମଧ୍ୟ ଦକ୍ଷିଣ କୋରିଆର ଇସ୍ପାତ ଖଣି କ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ପୋସ୍କୋର ଜମି ଅଧିବରଣକୁ ବିରୋଧ କରୁଛନ୍ତି। ସେ ସ୍ପଷ୍ଟ ଭାବରେ କହନ୍ତି ଯେ ସରକାର ଓ କମ୍ପାନୀ ଦ୍ୱାରା ସ୍ଥିର କରାଯାଇଥିବା ଆର୍ଥିକ କ୍ଷତିପୂରଣ ସେ ଚାହାନ୍ତି ନାହିଁ : ସେମାନଙ୍କର ଚାକିରି ପ୍ରତିଶ୍ରୁତିକୁ ମଧ୍ୟ ତାଙ୍କର ବିଶ୍ୱାସ ନାହିଁ। ସମସ୍ତ ଚାଷୀ ତାଙ୍କ ପାନ ବରଜରେ କାମ କରିବାକୁ ଚାହାନ୍ତି।

ଇଂରାଜୀ ସବ୍ ‌ ଟାଇଟଲ୍ ସହିତ ଉପରୋକ୍ତ ଭିଡ଼ିଓ ଦେଖନ୍ତୁ।

ଅନୁବାଦ: ଓଡ଼ିଶାଲାଇଭ୍

ଆପଣ ମଧ୍ୟ ଏହିଠାରେ ଏହି କାହାଣୀ ପଢ଼ିପାରିବେ : http://www.ruralindiaonline.org/articles/a-day-at-the-vineyards-1/

Purusottam Thakur
purusottam25@gmail.com

Purusottam Thakur is a 2015 PARI Fellow. He is a journalist and documentary filmmaker and is working with the Azim Premji Foundation, writing stories for social change.

Other stories by Purusottam Thakur
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE
-->